Trending
Sunday , April 19 , 2026

ଛଅ ଶହ ବର୍ଷ ତଳେ ମହାପ୍ରଭୁ ଅଚ୍ୟୁତାନନ୍ଦ ଲେଖିଛନ୍ତି ମାଳିକା ଶାସ୍ତ୍ର ପୁରାଣ......!!!!
କଳିଯୁଗ ର ଭବିଷ୍ୟତ କୁ ନେଇ ଏହି ମାଳିକା ଶାସ୍ତ୍ର ରେ ଉଲ୍ଲେଖ ରହିଛି....!!!!! 

ବାଇଶି ପାହାଚେ ଖେଳିବ ମୀନ...!!
ରତ୍ନ ସିଙ୍ଗlସନକୁ ସମୁଦ୍ର ଜଳରାଶି ନିଶ୍ଚୟ ଛୁଇଁବ...!!!
ତେବେ ସତରେ କଣ ବାଇଶି ପାହାଚ ରେ ମୀନ ଖେଳିବ??....!!
ଏମିତି ଅନେକ ପ୍ରଶ୍ନ... ଯାହା ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି..........

ତେବେ ମାଳିକା ରେ ମହାପ୍ରଭୁ ଅଚ୍ୟୁତ ଲେଖିଛନ୍ତି ପୂରୁବ ରୁ ସମୁଦ୍ର ମାଡିଆସିବ...ବାଇଶି ପାହାଚେ ମୀନ ଖେଳିବ ଆଉ ରତ୍ନ ସିଙ୍ଗାସନେ ଗରୁଡ ଦେବତା ଥିବେ!କିନ୍ତୁ କଳାସାଆନ୍ତେ ନଥିବେ.. ସେହି ସମୟ ରେ ସାରା ଓଡିଶା ଜଳମୟ ହୋଇବ କିନ୍ତୁ ସମୁଦ୍ର ଏକା ଥରେ ମାଡି ଆସିବନି,,,,,!!! ମାଳିକା ରେ ଅଚ୍ୟୁତ ଲେଖିଛନ୍ତି ସମୁଦ୍ର ଥର ଥର କରି ତିନି ଥର କରି ନିଜ ଗର୍ଭ ଭିତରକୁ ଟାଣି ନେଇଯିବ l ତେବେ ମାଳିକା ଅନୁଯାୟୀ ସମଗ୍ର ଓଡ଼ିଶା କୁ ଆଦ୍ୟ ପ୍ରାନ୍ତ ମାଧ୍ୟ୍ୟକାରେ ସମୁଦ୍ର କୂଳ ଲଙ୍ଘିବ l ତେବେ କଳି ଯୁଗ ଆଦ୍ୟ ବା ଆରମ୍ଭ ରେ,କଳିଯୁଗ ମଧ୍ୟ ବା ମଝିସମୟରେ,କଳିଯୁଗ ପ୍ରାନ୍ତ ବା ଶେଷ ସମୟରେ,ସମୁଦ୍ର କୂଳ ଲଂଘନ କରିବ l ଯେବେ ପ୍ରାନ୍ତ ବା ଶେଷ ସମୟରେ ସମୁଦ୍ର କୂଳ ଲଙ୍ଘିବ.,,.. ଜାଣିବ ଯେ କଳିଯୁଗ ର ଶେଷ ସମୟ ଆସିଗଲାଣି!! ଯେବେ ସାରା ଓଡିଶା ଜଳର୍ଣ୍ଣବ ହେବ ସେବେ ସାରା ଓଡିଶା ର ବିଭିନ୍ନ ଜାତି ର ଲୋକେ ଚାଉଳ ବାଣ୍ଟିବେ l ଏହା ମଧ୍ୟ ମାଳିକା ରେ ଉଲ୍ଲେଖ ରହିଛି l ସେତେବେଳେ କଳିଯୁଗ ସରିସରି ଆସୁଥିବ,ବାଇଶି ପାହାଚ ରେ ମୀନ ଖେଳୁଥିବ, ଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିର ଛାଡି ଛତିଆ କୁ ଚାଲିଯାଇଥିବେ l ରତ୍ନ ସିଙ୍ଗାସନ ରେ ସମୁଦ୍ର ଦେବତା ଥିବେ l ଏହି ସମୟରେ ଜଗନ୍ନାଥ ଭାବଗ୍ରାହୀ ନିଜ ଅଂଚଳ ଛାଡି ଗୁପ୍ତ ରେ ଯାଇ ନିବାସ କରିବେ l କଳିଯୁଗ ଅବସାନ୍ତ ରେ ପୁନର୍ବାର ଜଗନ୍ନାଥ ଛତିଆ ରେ ଯାଇ ରହିବେ l କଳିଯୁଗ ଅନ୍ତ ରେ କେବଳ ସେହି ମାନେ ବଞ୍ଚି ପାରିବେ ଯେଉଁ ମାନେ ହରିନାମ ଯପୁଥିବେ, ସମାଜ ରେ ପାଞ୍ଚ ବିକାର କୁ ତ୍ୟାଗ କରିଥିବେ, ଅନ୍ୟାୟ ଅନୀତି ଠାରୁ ଦୂରରେ ରହିଥିବେ..... ସେହିମାନେ ହେବେ ନୂତନ ଯୁଗ ର କୁଳବିହନ lll

Tags :- # news # tvp news9 # tvp # tvpnews

Share With